Web News

ଗଞ୍ଜାମ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦଳ

👁 2720 views

Ganjamବ୍ୟୁରୋ ରିପୋର୍ଟ, ଛତ୍ରପୁର10 Jun 2026
Share:
ଗଞ୍ଜାମ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦଳ

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ୱାସନ୍ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦଳ ।

ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ମୀରାବାଇ ଦେଓ, ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ସୁବ୍ରତ କୁମାର ଦାଶ, ସଦସ୍ୟ ଲୋକନାଥ ମାହାନ୍ତି ପ୍ରମୁଖ ଗଞ୍ଜାମ ଜିଲ୍ଲାପାଳଙ୍କୁ ଉପଢୌକନ, ଫଟୋ ଚିତ୍ର ପ୍ରଦାନ କରିଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ର ସହଯୋଗ ବିଷୟରେ ଆଲୋଚନା ହୋଇଥିଲା ।